Odia Mock test Post author By admin Post date April 22, 2024 No Comments on Odia Mock test Odia Mock Test for Forester, Forest Guard and LI 1 / 10 ନିମ୍ନୋକ୍ତ ବିଶେଷ୍ୟମାନଙ୍କ ମଧ୍ୟରୁ କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ? କୋଣାର୍କ ଶିବ ଭାରତ ପଥର 2 / 10 . ‘ଅପ’ ଉପସର୍ଗ ସଂଯୁକ୍ତ ‘ସୁନ୍ଦର’ ଅର୍ଥରେ ବ୍ୟବହୃତ ଏକ ଶବ୍ଦ ବାଛ । ଅପବାଦ ଅପଯଶ ଅପରୂପ ଅପସ୍ମାର 3 / 10 . ‘ଅନାଥ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ । ସୁନାଥ ପ୍ରାଣନାଥ ସ୍ଵୟଂନାଥ ସନାଥ 4 / 10 ଧାତୁରୁ ପ୍ରତ୍ୟୟ ଯୋଗେ ଶବ୍ଦ ଗଠିତ ହେଲାବେଳେ ଏଥିରେ କେତେ ପ୍ରକାର ପରିବର୍ତ୍ତନ ଘଟେ? ୩ 9 ୪ ୫ 5 / 10 . ‘ମୁଣ୍ଡରେ ହାତ ଦେଇ ବସିବା’ ରୂଢ଼ିର ଅର୍ଥ ନିରୂପଣ କର । A) B) C) D) ପ୍ରହାର ଖାଇବା କିଂକର୍ତବ୍ୟ ବିମୁଢ ହେବା ମୁଣ୍ଡ ବିନ୍ଧିବା ମୁଣ୍ଡ ପୁରାଇବା 6 / 10 ‘ଗମ୍’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ । ନିର୍ମାଣ ଅପମାନ ଦୁର୍ଗମ ପରିହାର 7 / 10 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସଂଯୁକ୍ତ ସ୍ଵର ଧ୍ଵନି? ଏ ଔ ଅ ଇ 8 / 10 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପର୍ତ୍ତୁଗୀଜ ଶବ୍ଦ? ଅର୍ଦ୍ଦଳି କିରାଣି ସିଟ୍ ସିଲଟ 9 / 10 ‘ହତଜ୍ଞାନ ହେବା’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ । ଆଖି ଛୁଇଁବା ଆଖି ପାଣି ଆଖରେ ମରିବା ଆଖି ଦେବା ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା 10 / 10 ଲୋକଟି ଭାରି ଦୟାଳୁ – ଏଠାରେ ଦୟାଳୁ କି ପ୍ରକାର ପଦ? ବିଶେଷ୍ୟ ବିଶେଷଣ ସର୍ବନାମ କ୍ରିୟା Your score is 0% Restart quiz Exit