Odia Mock test Post author By admin Post date April 22, 2024 No Comments on Odia Mock test For Forester, Forest Guard and LI Odia Mock Test for Forester, Forest Guard and LI 1 / 10 ଲୋକଟି ଭାରି ଦୟାଳୁ – ଏଠାରେ ଦୟାଳୁ କି ପ୍ରକାର ପଦ? ସର୍ବନାମ ବିଶେଷ୍ୟ ବିଶେଷଣ କ୍ରିୟା 2 / 10 ‘ଗମ୍’ ଧାତୁ ବ୍ୟବହାର କରାଯାଇଥିବା ଉପସର୍ଗଯୁକ୍ତ ଶବ୍ଦଟିକୁ ବାଛ । ନିର୍ମାଣ ଅପମାନ ଦୁର୍ଗମ ପରିହାର 3 / 10 ‘ହତଜ୍ଞାନ ହେବା’ ଅର୍ଥ ବ୍ୟକ୍ତ କରୁଥିବା ରୂଢିଟିକୁ ଚିହ୍ନାଅ । ଆଖି ପାଣି ଆଖରେ ମରିବା ଆଖିରୁ ଜୁଳୁଜୁଳିଆ ପୋକ ବାହାରିବା ଆଖି ଛୁଇଁବା ଆଖି ଦେବା 4 / 10 . ‘ମୁଣ୍ଡରେ ହାତ ଦେଇ ବସିବା’ ରୂଢ଼ିର ଅର୍ଥ ନିରୂପଣ କର । A) B) C) D) ମୁଣ୍ଡ ପୁରାଇବା ପ୍ରହାର ଖାଇବା କିଂକର୍ତବ୍ୟ ବିମୁଢ ହେବା ମୁଣ୍ଡ ବିନ୍ଧିବା 5 / 10 ଧାତୁରୁ ପ୍ରତ୍ୟୟ ଯୋଗେ ଶବ୍ଦ ଗଠିତ ହେଲାବେଳେ ଏଥିରେ କେତେ ପ୍ରକାର ପରିବର୍ତ୍ତନ ଘଟେ? 9 ୫ ୩ ୪ 6 / 10 . ‘ଅପ’ ଉପସର୍ଗ ସଂଯୁକ୍ତ ‘ସୁନ୍ଦର’ ଅର୍ଥରେ ବ୍ୟବହୃତ ଏକ ଶବ୍ଦ ବାଛ । ଅପଯଶ ଅପରୂପ ଅପସ୍ମାର ଅପବାଦ 7 / 10 . ‘ଅନାଥ’ ଶବ୍ଦର ବିପରିତାର୍ଥବୋଧକ ଶବ୍ଦ ବାଛ । ସନାଥ ସୁନାଥ ପ୍ରାଣନାଥ ସ୍ଵୟଂନାଥ 8 / 10 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ସଂଯୁକ୍ତ ସ୍ଵର ଧ୍ଵନି? ଇ ଅ ଏ ଔ 9 / 10 ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପର୍ତ୍ତୁଗୀଜ ଶବ୍ଦ? ସିଲଟ ସିଟ୍ ଅର୍ଦ୍ଦଳି କିରାଣି 10 / 10 ନିମ୍ନୋକ୍ତ ବିଶେଷ୍ୟମାନଙ୍କ ମଧ୍ୟରୁ କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ? ପଥର କୋଣାର୍କ ଶିବ ଭାରତ Your score is 0% Restart quiz Exit